https://kanaknews.com/india-reports-314835-new-covid19-cases-and-2104-deaths-in-the-last-24-hours/
ଦେଶରେ ନୂଆ ରେକର୍ଡ କରୁଛି ଦୈନିକ ସଂକ୍ରମଣ ସଂଖ୍ୟା : ୨୪ ଘଂଟାରେ ୩ଲକ୍ଷ ୧୪ ହଜାର ୮୩୫ ଆକ୍ରାନ୍ତ ଚିହ୍ନଟ, ୨ହଜାର ୧୦୪ ଜଣଙ୍କ ମୃତ୍ୟୁ